ଓଏନଏ ପ୍ରଭାବ; ଦିବ୍ୟାଙ୍ଗନା ସାବିତ୍ରୀକୁ ମିଳିଲା ହୁଇଲି ଚେୟାର

ଯାଜପୁର: ଟ୍ରେନ ରେ ଗୋଡ଼ କଟି ଦିବ୍ୟାଙ୍ଗ ହୋଇ ଥିବା ସାବିତ୍ରୀ ସମ୍ପର୍କ ରେ ବିସ୍ତୁତ ଖବର ଓ ଏନ ରେ ପ୍ରସାରଣ ହେଲା ପରେ ପ୍ରଶାସନ ର ଦୁଷ୍ଟି ପଡିଲା । ଆଜି ବ୍ୟାସନଗର ନିର୍ବାହୀ ଅଧିକାରୀ ଶ୍ରୀ ଶୁଭେନ୍ଦୁ ଜେନା ସାବିତ୍ରୀ ଙ୍କ ଘରେ ପହଞ୍ଚି ହୁଇଲ୍ ଟ୍ରଚେୟାର ଦେବା ସହ,ତାଙ୍କର ସମସ୍ତ କାଗଜ ପତ୍ର ନେଇଛନ୍ତି ଦିବ୍ୟାଙ୍ଗ ପ୍ରମାଣ ପତ୍ର, ଭତା ,ରାସନ୍ କାର୍ଡ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଓ ସାବିତ୍ରୀଙ୍କ ଏହି ଅବସ୍ଥାରେ ପଡ଼ି ରହି କଷ୍ଟ ପାଉଥିବା ଖବର “କ୍ଲବ୍ ଦି ୟୁଥ୍ ମାସ” ର ସମ୍ପାଦକ ତଥା ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ ପ୍ରଥମେ ଓଏନଏ କୁ ଏହି ପ୍ରସାରଣ କରିବା ପାଇଁ ସମସ୍ତ ତଥ୍ୟ ଯୋଗାଇ ଥିଲେ । ଏହି ପ୍ରସାରଣ କୁ ବ୍ୟାସନଗର ପୌର ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ ରାଜେଶ ଯୋଗୁ ସାବିତ୍ରୀ ସରକାରୀ ଯୋଜନା ପାଇବାର ସୁବିଧା ଥିବା ମିଳିବ ପୌର କତୃପକ୍ଷ ରାଜେଶକୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here