ଅର୍ଦ୍ଧଦଗ୍ଧ ନାବାଳିକା ବୁର୍ଲା ରେଫର୍
ବରଗଡ: ବରଗଡ ଅର୍ଦ୍ଧଦଗ୍ଧ ନାବାଳିକା ବୁର୍ଲା ମାଡିକାଲ ସ୍ଥାନାନ୍ତର କରାଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଅମ୍ବୁଲେନ୍ସରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବୁର୍ଲା ମେଡିକାଲରେ ପହଞ୍ଚିଲେ ନାବାଳିକା । ପହଞ୍ଚିବା ପରେ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ଟିମ୍ ଦ୍ୱାରା ନାବାଳିକାଙ୍କ ଚିକିତ୍ସା ଜାରି ରହିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଚଲାଛି । ଚିକିତ୍ସା ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟ ସମ୍ପର୍କ ସୂଚନା ମିଳିପାରିବ । ପେଟ୍ରୋଲ ଢାଳି ନାବାଳିକାର … Continue reading ଅର୍ଦ୍ଧଦଗ୍ଧ ନାବାଳିକା ବୁର୍ଲା ରେଫର୍
Copy and paste this URL into your WordPress site to embed
Copy and paste this code into your site to embed