ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଦିଲ୍ଲୀରୁ ଫେରିବା ପରେ ତାରା ଏଭଳି କହିଛନ୍ତି । ସେ କହିଛନ୍ତି ଯେ ପିସିସି ସଭାପତି ହେବାକୁ ମୋର କେବେ ଇଚ୍ଛା ନଥିଲା । ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ରାଜି । କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର ଅଧିକାର ଥିଲା, ହେଲେ ହେଲିନି । ପିସିସି ସଭାପତି … Continue reading ନେତା ହେବାକୁ ଅଧିକାର ଥିଲା : ତାର
Copy and paste this URL into your WordPress site to embed
Copy and paste this code into your site to embed