ମହଙ୍ଗା ହେବ ଗୁଟ୍‌ଖା-ପାନ ମସଲା

ନୂଆଦିଲ୍ଲୀ : ଶନିବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୮ତମ ବୈଠକ। ଚଳିତଥର ଭର୍ଚୁଆଲ୍‌ ମୋଡ୍‌ରେ ବସିବାକୁ ଥିବା ଏହି ବୈଠକରେ ଅନେକ ଉତ୍ପାଦ ଉପରେ ଜିଏସ୍‌ଟି ଧାର୍ଯ୍ୟ ନେଇ ନିଷ୍ପତ୍ତି ନିଆଯିବ। ବୈଠକରେ ବିଶେଷ କରି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବାର ପ୍ରସ୍ତାବ ସମେତ ଅନ୍‌ଲାଇନ୍ ଗେମିଂ, କ୍ୟାସିନୋ ଏବଂ ଘୋଡା ଦୌଡ଼ ଉପରେ ୨୮% ପ୍ରତିଶତ ଜିଏସ୍‌ଟି ଲାଗୁ କରିବା … Continue reading ମହଙ୍ଗା ହେବ ଗୁଟ୍‌ଖା-ପାନ ମସଲା