31.1 C
Bhubaneswar
Friday, March 29, 2024
Homeଓଡିଶାକରନା ନିୟମ କୁ ଅବମାନନା, 2 ଜଣକ ନାମରେ ମାମଲା ରୁଜୁ କଲା ଗୁଣୁପୁର ପୋଲିସ 

କରନା ନିୟମ କୁ ଅବମାନନା, 2 ଜଣକ ନାମରେ ମାମଲା ରୁଜୁ କଲା ଗୁଣୁପୁର ପୋଲିସ 

ଗୁଣୁପୁର: ମହାମାରୀ କରନା ର ପ୍ରକୋପ ଯେତେ ବୃଦ୍ଧି ପାଉଛି, ସରକାର ସେତିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲାଗି ପଡିଛନ୍ତି । ବାରମ୍ବାର ଲକଡାଉନ କୁ କଡ଼ାକଡ଼ି ପାଳନ କରିବା ସଚେତନ କରାଯାଉଥିବା ବେଳେ ଅମାନ୍ୟକାରୀ କିନ୍ତୁ ପ୍ରଶାସନ ଓ ପୋଲିସର ତାଗିଦ କୁ ଫୁ କରି ଦେଇ ବେପରୁଆ କାର୍ଯ୍ୟ କରିଛନ୍ତି । ଆଜି ଗୁଣୁପୁର ପୋଲିସ ସ୍ଥାନୀୟ ପୁରୁଣା ଗୁଣୁପୁର ଅଞ୍ଚଳରେ ଜଣେ ଯୁବକ ନିଜ ନୂଆ ଘରର ଛାତ ପକାଇବା କାର୍ଯ୍ୟରେ ଏକ କାଳୀନ କୋଡିଏ ଜଣ ଶ୍ରମିକ ଙ୍କୁ ନିୟୋଜିତ କରି କାମ କରୁଥିଲେ । ସେହିଭଳି ସ୍ଥାନୀୟ ଦେଓ ନଗର ଅଞ୍ଚଳର ଜନୈକ ବ୍ୟକ୍ତି ଗତ ଫେବୃଆରୀ ରେ ଆମେରିକା ରୁ ଫେରିଥିବା ବେଳେ,ନିୟମ ଅନୁଯାୟୀ ଉପଖଣ୍ଡ ଚିକିତ୍ସାଳୟରେ ରେଜିଷ୍ଟ୍ରେସନ କରିବା କଥା, କିନ୍ତୁ ଏହି ବ୍ୟକ୍ତି ଜଣକ ନ ଜଣାଇ ବାହାରେ ବୁଲୁଥିଲେ । ବର୍ତ୍ତମାନ ତାଙ୍କୁ ହୋମ କ୍ଵରେଣ୍ଟଇନ ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଉଲଂଘନ କରିଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ଗୁଣୁପୁର ପୋଲିସ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking