30.1 C
Bhubaneswar
Wednesday, April 24, 2024
Homeଓଡିଶା୨୨କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

୨୨କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍ ଜୋରଦାର ଉଦ୍ୟମ ଚଳାଇଛି। ତେବେ ରବିବାର କ.ନୂଆଗାଁ ପୁଲିସ୍ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରି ସାଇନିପଡା ପଞ୍ଚାୟତର ଦଉଙ୍ଗିଆ ଓ ବିକାଙ୍ଗିଆ ଆଦି ଅଞ୍ଚଳରେ ୨୨୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । ଏହାର ଆନୁମାନିକ ମୂଲ୍ୟ ୨୨ କୋଟି ଟଙ୍କା ହେବ ବୋଲି ପୁଲିସ୍ କହିଛି।
https://onakhabar.com/2019/11/28/excise-red-in-odisha-andra-boarder/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking