40.1 C
Bhubaneswar
Monday, April 15, 2024
Homeଓଡିଶାଗୁଳି ବିନିମୟ : ଜଣେ ମାଓବାଦୀ ମୃତ

ଗୁଳି ବିନିମୟ : ଜଣେ ମାଓବାଦୀ ମୃତ

ଛତିଶଗଡ : ଛତିଶଗଡରେ ଗୁଳି ବିନିମୟ ବେଳେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଛତିଶଗଡ ସୁକ୍‌ମା ବୁର୍କାଲଙ୍କା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking