ଗୁଣ୍ଡିଚା ମନ୍ଦିର ଦଳାଚକଟା: ୭ ପୋଲିସ ଦାୟୀ
ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ କରାଯାଇଛି । ଚଳିତ ବର୍ଷ ଜୁନ୍ ୨୯ରେ ରଥଯାତ୍ରା ଦିନ ଦଳାଚକଟା ହୋଇଥିବା ଘଟଣାରେ ଦାୟୀ କରି ସୁପାରିସ୍ କରାଯାଇଛି । ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ କରାଯାଇଛି । ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଉଲ୍ଲେଖ ଥିବା ୭ ପୋଲିସ ଅଧିକାରୀ ହେଲେ କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଡିସିପି … Continue reading ଗୁଣ୍ଡିଚା ମନ୍ଦିର ଦଳାଚକଟା: ୭ ପୋଲିସ ଦାୟୀ
Copy and paste this URL into your WordPress site to embed
Copy and paste this code into your site to embed