35.1 C
Bhubaneswar
Tuesday, April 23, 2024
Homeଓଡିଶାବାଣ ମାର୍କେଟ ନଖୋଲିବାକୁ ଆହ୍ୱାନ

ବାଣ ମାର୍କେଟ ନଖୋଲିବାକୁ ଆହ୍ୱାନ

ଭୁବନେଶ୍ୱର: ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳୀ ପାଇଁ ଏକ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ବାଣ ମାକେର୍ଟ ନଖୋଲିବାକୁ ଜିଲ୍ଲାପାଳ ନିବେଦନ କରିବା ସହ କହିଛନ୍ତି ଯେ, ‘ ବାଣ ମାର୍କେଟ ଖୋଲିବା ଯେଉଁ ଗାଇଡଲାଇନ୍ ରହିଛି ତାହା ଉପରେ ଅନୁଧ୍ୟାନ ହେବ । ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ ।’

ଏହା ସହ ଡିସେମ୍ବର ଯାଏଁ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କୋଭିଡ କଟକଣା ପାଇଁ ପିକନିକରେ ଭୋଜିଭାତ ଓ ମ୍ୟୁଜିକ୍ ବାରଣ କରାଯାଇଛି । ତେବେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking