40.1 C
Bhubaneswar
Thursday, April 25, 2024
Homeଓଡିଶାଗାଇଡ଼ଲାଇନ ଜାରି କଲା ୟୁଜିସି

ଗାଇଡ଼ଲାଇନ ଜାରି କଲା ୟୁଜିସି

ଭୁବନେଶ୍ୱର : ଅକ୍ଟୋବର ୧ ସୁଦ୍ଧା ପିଜି ଓ ୟୁଜି ପାଠପଢ଼ା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ୟୁଜି ଓ ପିଜି ଫାଇନାଲ ବର୍ଷ ପରୀକ୍ଷା ନେଇ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀ ।  ଶେଷବର୍ଷ ପରୀକ୍ଷା ଜୁଲାଇରୁ ଅଗଷ୍ଟ ମାସରେ ମଧ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୩୧ ଜୁଲାଇ ୨୦୨୨ ସୁଦ୍ଧା ସରିବ ପ୍ରଥମ ବର୍ଷ ପିଲାଙ୍କ ସେମିଷ୍ଟର । ୧ ଅଗଷ୍ଟ ୨୦୨୨ରୁ ନୂଆ ଶିକ୍ଷବର୍ଷ ଆରମ୍ଭ ହେବ।

ଏହାରିମଧ୍ୟରେ , ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁଜିସି । ଶୀଘ୍ର ପ୍ରକାଶ ପାଇବ ବିଭିନ୍ନ  ଏଣ୍ଟ୍ରାନ୍ସ ରେଜଲ୍ଟ । ବିଳମ୍ବ ହେଲେ ବି ଅକ୍ଟୋବର ୧ ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । କରୋନା କାରଣରୁ ଆଡମିଶନ ନ କଲେ ଫେରସ୍ତ ହେବ ସବୁ ଟଙ୍କା । ସେପ୍ଟେମ୍ବର ୩୦ ସୁଦ୍ଧା ସରିବ ଆଡ଼ମିସନ ପ୍ରକ୍ରିୟା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking