39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଚିଡିଆଖାନା ଗାଇଡଲାଇନ

ଚିଡିଆଖାନା ଗାଇଡଲାଇନ

ଭୁବେନଶ୍ୱର: ଚିଡିଆଖାନା, ଡିଅର ପାର୍କ ଖୋଲିବା ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି । ଗାଇଡଲାଇନ ଅନୁସାରେ, ପର୍ଯ୍ୟଟକ, କର୍ମଚାରୀ, ପଶୁପକ୍ଷୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ମାସ୍କ ନ ପିନ୍ଧିଲେ ପ୍ରବେଶ ମନା । ଏହାଛଡା ଚିଡିଆଖାନା ଭିତରେ ମାସ୍କ ପିନ୍ଧିବା ମନା । ବଡ ଚିଡିଆଖାନାକୁ ଦିନକୁ ସର୍ବାଧିକ ୧୫ ଶହ ପର୍ଯ୍ୟଟକ ଯାଇପାରିବେ । ସେହିଭଳି ମଧ୍ୟ ଧରଣର ଚିଡିଆଖାନାକୁ ୭୫୦ ଓ ଡିୟର ପାର୍କକୁ ୩୦୦ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିବ । ପ୍ରବେଶ ପଥରେ ସମସ୍ତ ପର୍ଯ୍ୟଟକଙ୍କର ଥର୍ମାଲ ସ୍କାନିଂ କରାଯିବ । ଥଣ୍ଡା, ଜ୍ୱର, କଫ ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ଚିଡିଆଖାନା ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖିବେ ପର୍ଯ୍ୟଟକ । ଏହି ସମସ୍ତ ଗାଇଡଲାଇନ ନନ୍ଦନକାନନ, ବଟାନିକାଲ ଗାର୍ଡେନ ପାଇଁ ବି ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking