30.1 C
Bhubaneswar
Tuesday, April 29, 2025
Homeବ୍ରେକୀଙ୍ଗଶନିବାର ସରକାରୀ ଅଫିସ ବନ୍ଦ

ଶନିବାର ସରକାରୀ ଅଫିସ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଅକ୍ଟୋବରରେ ସରକାରୀ ଅଫିସ ଚାଲିବା ନେଇ ଗାଇଡ଼ଲାଇନ ଜାରି ହୋଇଛି। ଭୁବନେଶ୍ବର ଓ କଟକରେ ୫୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ। ଅଫିସକୁ କେଉଁ କର୍ମଚାରୀ ଆସିବେ ସ୍ଥିର କରିବେ ବିଭାଗୀୟ ମୁଖ୍ୟ । ଏହାସହ ସାରା ରାଜ୍ୟରେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ । ଏସଆରସି, ଓସଡମା, ପୋଲିସ, ଅଗ୍ନିଶମର ସବୁ କର୍ମଚାରୀ କାର୍ଯ୍ୟ କରିବେ । ସାରା ରାଜ୍ୟରେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking