37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଦେଶରେ ବଢିଛି ଜିଏସଟି କଲେକ୍ସନ

ଦେଶରେ ବଢିଛି ଜିଏସଟି କଲେକ୍ସନ

ନୁଆଦିଲ୍ଲୀ : ଦେଶରେ ବଢିଛି ଜିଏସଟି କଲେକ୍ସନ । ଡିସେମ୍ବର ମାସରେ ସର୍ବାଧିକ ୧ଲକ୍ଷ ୧୫ ହଜାର କୋଟି ଟଙ୍କାର ଜିଏସଟି କଲେକ୍ସନ ହୋଇଛି । ଏହାନେଇ ସୂଚନା ଦେଇଛନ୍ତି ଅର୍ଥ ସଚ୍ଚିବ ଅଜୟ ଭୁଷଣ ପାଣ୍ଡେ । କୋରନା ମହାମାରିର ବିପୁଳ କ୍ଷତି ପରେ ଦେଶର ଅର୍ଥନୀତି ଏବେ ସୁଧାର ହେବାକୁ ଲାଗିଛି । ତେବେ ବ୍ୟବସ୍ଥାର ଅପବ୍ୟବହାର ଯେପରି ନହୁଏ ସେଥିପ୍ରତି ନଜର ରଖାଯାଉଛି । ଯେଉଁ ମାନେ ଆଗରୁ ଜିଏସଟିରେ ହେରଫେର କରିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ମଧ୍ୟ ତାଗିଦ କରାଯାଇଛି । ଯାହା ଫଳରେ ଜିଏସଟି ଆଦାୟ ବଢିଛି ବୋଲି ଅର୍ଥ ସଚ୍ଚିବ କହିଛନ୍ତି । ଏହି ଜିଏସଟି ଠକେଇକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଠକେଇ ଅଭିଯୋଗରେ ଗତ ୨ମାସରେ ପ୍ରାୟ ୧୮୦ ଲୋକଙ୍କ ଗିରଫ ମଧ୍ୟ କରାଯାଇଛି । ଯେବେଠାରୁ ଜିଏସଟି ଲାଗୁ କରାଗଲାଣି ସେବେଠାରୁ ଏହି ମାସର କଲେକ୍ସନ ସର୍ବାଧିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking