35.1 C
Bhubaneswar
Tuesday, April 23, 2024
Homeଓଡିଶାଆଦିତ୍ୟ ମୃତ୍ୟୁ ମାମଲା: ମିଳିଲା ସିସିଟିଭି ଫୁଟେଜ

ଆଦିତ୍ୟ ମୃତ୍ୟୁ ମାମଲା: ମିଳିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର: ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଚନ୍ଦ୍ର ଦାସ ମୃତ୍ୟୁ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ଦିନ ଆଦିତ୍ୟ ଚାଲି ଚାଲି ଯିବା ବେଳର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ରାସ୍ତାରେ ଷ୍ଟେସନ ଆଡକୁ ଚାଲି ଚାଲି ଯାଉଥିବାର ସିସିଟିଭି ଫୁଟେଜ ପୋଲିସ ଜବତ କରିଛି । ମୃତ୍ୟୁ ପୂର୍ବରୁ ଚାଲିକି ଯାଉଥିବାର ସିସିଟିଭି ଫୁଟେଜକୁ ଜିଆରପି ପୋଲିସ ଜନତ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଏଯାଏଁ ୨୦ରୁ ଉର୍ଦ୍ଧ ଲୋକଙ୍କ ଜେରା ହୋଇଥିବା ଜିଆରପି ଡିଏସପି ସୂଚନା ପ୍ରଦାନ କରିଛନ୍ତି । ତେବେ ଆଦିତ୍ୟ ପୁରୁଷୋତ୍ତମ ଏକ୍ସପ୍ରେସରେ ଧକ୍କା ହୋଇଥିବା ଜିଆରପି ସନ୍ଦେହ କରୁଛି ।

ଫୋରେନସିକ ଲ୍ୟାବ୍ ଗଲା ସୁଇସାଇଡ଼ ନୋଟ୍‌

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking