27.1 C
Bhubaneswar
Thursday, April 25, 2024
Homeଅପରାଧଜେଜେ ବାପାକୁ ନିର୍ମମ ଭାବେ ହତ୍ୟା କଲା ନାତି

ଜେଜେ ବାପାକୁ ନିର୍ମମ ଭାବେ ହତ୍ୟା କଲା ନାତି

ରାଉରକେଲା : ଜେଜେ ବାପାକୁ ନିର୍ମମ ଭାବେ ହତ୍ୟା କଲା ନାତି। ନାତିର କାଠଫାଳିଆ ମାଡ଼ରେ ଜେଜେ ବାପାର ଉଡିଗଲା ପ୍ରାଣବାୟୁ। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ କୋଇଡ଼ା ଥାନା ଅନ୍ତର୍ଗତ କେରକୋଟା ସାହିରେ ଘଟିଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହ କାରଣରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି।

ଲଜ୍ଜା: ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking