28.1 C
Bhubaneswar
Thursday, March 28, 2024
Homeଓଡିଶାଜିପିଆରଏସ କରାଯାଇଛି - ପିନାକୀ ମିଶ୍ର

ଜିପିଆରଏସ କରାଯାଇଛି – ପିନାକୀ ମିଶ୍ର

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ବିବାଦ ପ୍ରସଙ୍ଗ । ଜିପିଆରଏସ ସର୍ଭେ କରାଯାଇଥିବା କହିଲେ ପିନାକୀ ମିଶ୍ର । ଟୁଇଟ ଯୋଗେ ପୁରା ସାଂସଦ ପିନାକୀ ମିଶ୍ର ଙ୍କ ପ୍ରତିକ୍ରିୟା । ଜିପିଆରଏସ କରାଯାଇଛି, ଏ ସମ୍ପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା ଜିପିଆରଏସ ରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ । ଏ ସମ୍ପର୍କିତ ସମସ୍ତ କୁହେଳିକା ହାଇକୋର୍ଟ ସତ୍ୟପାଠ ସ୍ପଷ୍ଟ କରିବ । ଏଥିପାଇଁ ଟିକେ ଧୈର୍ଯ୍ୟ ଧରିବାକୁ ପଡିବ ବୋଲି କହିଲେ ପିନାକୀ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking