32.1 C
Bhubaneswar
Thursday, March 28, 2024
Homeଓଡିଶାଗୋବିନ୍ଦକୁ ୫ ଦିନିଆ ରିମାଣ୍ଡ

ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡ

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛି ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଗୋବିନ୍ଦକୁ ହାଜର କରିଛି ପୋଲିସ । ତେବେ ଗୋବିନ୍ଦକୁ ୫ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିଛି । ଗୋବିନ୍ଦକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟ ଚାଲାଣ କରିଛି ପୋଲିସ । ଗୋବିନ୍ଦକୁ ରିମାଣ୍ଡରେ ଆଣିବାକୁ ଅନୁମତି ମାଗିବ ପୋଲିସ । ଗତ କାଲି  ଧରାପଡିଥିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଢିପଦର ଗାଁ ରୁ ଧରାପଡିଥିବା ସୂଚନା ମିଳିଥିଲା । ଏକ ଆଖୁବାଡିରେ ଲୁଚି ରହିଥିଲା ବେଳେ ପୋଲିସ ଧରିଛି । ଚକମା ଦେଇ ଟିଟିଲାଗଡ ପୋଲିସ ବାରାକରୁ ଚମ୍ପଟ ମାରିଥିଲା । ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking