34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗୋବିନ୍ଦାଙ୍କୁ କୋରନା

ଗୋବିନ୍ଦାଙ୍କୁ କୋରନା

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ପରେ ଗୋବିନ୍ଦା ମଧ୍ୟ କୋରନା ସଂକ୍ରମିତ ହୋଇଛନ୍ତି ଓ ଏବେ ସେ ହୋମ କ୍ୱାରେନଟାଇନରେ ଅଛନ୍ତି । ଏକ ନ୍ୟୁଜ ଚ୍ୟାନେଲକୁ ସେ କହିଛନ୍ତି ଯେ, କୋରନା ଭାଇରସ ଠାରୁ ନିଜକୁ ସୁରକ୍ଷିତ ରଖିବା ପରେ ମଧ୍ୟ ସେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଘରର ସମସ୍ତ ସଦସ୍ୟଙ୍କୁ ଟେଷ୍ଟିଂ କରାଯାଇଥିଲା କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗୋବିନ୍ଦାଙ୍କ ପତ୍ନୀ ସୁନିତା ମଧ୍ୟ କିଛି ଦିନ ପୁର୍ବରୁ କୋରନା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି ।

ଗୋବିନ୍ଦା କହିଛନ୍ତି ଯେ, ସେ ଏବେ ନିଜ ଘରେ ଆଇସୋଲେସନରେ ଅଛନ୍ତି ଓ ସମସ୍ତ ନିୟମର ପାଳନ କରୁଛନ୍ତି । ଏହାସହ ସେ ମସସ୍ତଙ୍କୁ ନିଜର ଧ୍ୟାନ ରଖିବା ସହିତ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking