27.1 C
Bhubaneswar
Friday, August 8, 2025
Homeଓଡିଶାବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲ୍ ବଜେଟ୍ ଅଧିବେଶନରୁ ଆରମ୍ଭ କଲେ ତାଙ୍କ ଅଭିଭାଷଣ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁଫଳ ବଖାଣିଲେ ରାଜ୍ୟପାଳ । ମେକ୍ ଇନ୍ ଓଡିଶା କନକ୍ଲେଭ୍‌, ହକି ବିଶ୍‌ବକପ୍ ସଫଳତା ବର୍ଣ୍ଣନା କରିଛନ୍ତି ରାଜ୍ୟପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking