27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୮ ରାଜ୍ୟର ନୂଆ ରାଜ୍ୟପାଳ

୮ ରାଜ୍ୟର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ରାଜ୍ୟପାଳ ହୋଇଛନ୍ତି ଥାୱରଚନ୍ଦ ଗେହଲଟ । ମିଜୋରାମ ରାଜ୍ୟପାଳ ହୋଇଛନ୍ତି ହରିବାବୁ କମ୍ଭଂପତି । ମଂଗୁଭାଇ ଛଗନଭାଇ ପଟେଲ ହୋଇଛନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ । ସେହିଭଳି ହିମାଚଳ ପ୍ରଦେଶ ରାଜ୍ୟପାଳ ହେଲେ ରାଜେନ୍ଦ୍ର ବିଶ୍ୱନାଥ ଆଲେର୍କର । ଗୋଆ ରାଜ୍ୟପାଳ ହେଲେ ଶ୍ରୀଧରନ ପିଲାଇ । ସତ୍ୟଦେବ ନାରାୟଣ ଆର୍ଯ୍ୟ ତ୍ରିପୁରା ରାଜାପାଳ ହୋଇଛନ୍ତି । ଝାଡଖଣ୍ଡ ରାଜ୍ୟପାଳ ଭାବେ ରମେଶ ବୈଶଙ୍କୁ ରାଷ୍ଟ୍ରପତି ନିଯୁକ୍ତ ଦେଇଛନ୍ତି । ବନ୍ଦାରୁ ଦତ୍ତାତ୍ରେୟ ହରିୟାଣା ରାଜ୍ୟପାଳ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking