ସରକାରୀ ଦଳ ସବୁ କୁକର୍ମରେ ଜଡିତ: ନରସିଂହ 

ଭୁବନେଶ୍ୱର:ଶୂନ୍ୟକାଳରେ ଫେକ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର। ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ୧୯ ଜଣ ଗିରଫ ହେଲେଣି। ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡିଛି। ଏଥିରେ ଆଉ କେତେ ଜଣ ଗିରଫ ହେବେ ତାହା ଅକାଳନ ବାହାରେ। ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବା ପାଇଁ ପୋଲିସର କ୍ଷମତା ଅଛି କି ନାହିଁ ବୋଲି ପ୍ରଶ୍ନ କଲେ ନରସିଂହ। ଏହି ଘଟଣାରେ ପୋଲିସ ଓ ଗୁଇନ୍ଦା ବିଫଳ ହୋଇଛି, ରାଜ୍ୟରେ ଆଇନ … Continue reading ସରକାରୀ ଦଳ ସବୁ କୁକର୍ମରେ ଜଡିତ: ନରସିଂହ