33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶରାକ୍ଷୀ ପୂର୍ଣ୍ଣିମାରେ ସରକାରୀ ଛୁଟି ଘୋଷଣା ପଶ୍ଚିମବଙ୍ଗ ସରକାର

ରାକ୍ଷୀ ପୂର୍ଣ୍ଣିମାରେ ସରକାରୀ ଛୁଟି ଘୋଷଣା ପଶ୍ଚିମବଙ୍ଗ ସରକାର

କୋଲକାତା: ରାକ୍ଷୀ ପୂର୍ଣ୍ଣିମାରେ ପଶ୍ଚିମବଙ୍ଗ ସରକାର ଛୁଟି ଘୋଷଣା କରିଛନ୍ତି । ନବାନ୍ନ ପକ୍ଷରୁ ଶୁକ୍ରବାର ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅଗଷ୍ଟ ୧୧ରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଏଥିରେ ସୂଚନା ଦିଆଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ଛୁଟି ରହିବ । ଏନେଇ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking