27.1 C
Bhubaneswar
Friday, March 29, 2024
Homeଓଡିଶାଦଶରଥପୁର ବ୍ଲକ ଦତପୁରରେ ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି

ଦଶରଥପୁର ବ୍ଲକ ଦତପୁରରେ ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି

ଯାଜପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଦତପୁରରେ ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି । ଏ ନେଇ ବାରମ୍ବାର ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ର ଅବଗତ କରାଯାଇଥିଲେ ହେଁ କୌଣସି ସୁପଂଳ ମିଳିପାରିନାହିଁ । ଓଲଟି ଜବରଦଖଲକାରୀ ମାନେ ଜୋରଜବରଦସ୍ତ ସେଠାରେ ବେଆଇନ ନିର୍ମାଣ କାର୍ଯ୍ୟ ମଧ୍ୟ କରୁଛନ୍ତି । ଏହାର ପ୍ରତିବାଦରେ ଗ୍ରାମବାସୀ ମାନେ ଜିଲାପାଳଙ୍କୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking