28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକମିଶନରଙ୍କୁ ପ୍ରଂଶସା କଲେ ରାଜ୍ୟପାଳ

କମିଶନରଙ୍କୁ ପ୍ରଂଶସା କଲେ ରାଜ୍ୟପାଳ

ଭୁବନେଶ୍ୱର: ୧୯୯୯ରେ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଦୀର୍ଘ ୨୨ ବର୍ଷ ପରେ ବିବନ ଧରାପଡିବା ଘଟଣାରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ପ୍ରଂଶସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କମିଶନରଙ୍କୁ ପ୍ରଂଶସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳ ଚିଠି ମଧ୍ୟ ଲେଖିଛନ୍ତି । ଏଭଳି ଉତ୍ତମ ପ୍ରଦର୍ଶନକାରୀଙ୍କୁ ସ୍ୱୀକୃତି ମିଳିବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking