ପ୍ରଦୀପ ପାଣିଗ୍ରାହିଙ୍କୁ ବିରୋଧ, ଧସ୍ତାଧସ୍ତି

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କୁ ତୀବ୍ର ବିରୋଧ । ରଙ୍ଗେଇଲୁଣ୍ଡା ବ୍ଲକ୍ କମଳାପୁରରେ ବିଜେଡି କର୍ମୀଙ୍କ ବିରୋଧ । ପତ୍ତା ଉତ୍ତୋଳନ ପାଇଁ ଯାଇଥିବାେ ବେଳେ ବିଧାୟକଙ୍କୁ ବିରୋଧ । ପ୍ରଦୀପଙ୍କ ଗାଡ଼ିକୁ ଅଟକାଇ କଳାପତାକା ପ୍ରଦର୍ଶନ କଲେ ବିଜେଡି କର୍ମୀ । ଏପରିକି ବିଜେଡି କର୍ମୀ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଆଜି ସକାଳେ ଶ୍ରୀ ପାଣିଗ୍ରାହୀ ସ୍ୱାଧୀନତା ଦିବସ ଅବସରରେ ପାତାକା ଉତ୍ତୋଳନ ପାଇଁ ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁରକୁ … Continue reading ପ୍ରଦୀପ ପାଣିଗ୍ରାହିଙ୍କୁ ବିରୋଧ, ଧସ୍ତାଧସ୍ତି