ମୃତ୍ୟୁ ମୁହଁରୁ ବଞ୍ଚାଇଲା ଗୁଗଲ୍‍ ସର୍ଚ୍ଚ, ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: ଆପଣଙ୍କ ଗୁଗଲ୍‍ ସର୍ଚ୍ଚ ବି ଆପଣଙ୍କ ଜୀବନ ରକ୍ଷା କରିପାରେ। ଏମିତି ଏକ ଜୀବନ୍ତ କାହାଣୀ ସାମ୍ନାକୁ ଆସିଛି ମୁମ୍ବାଇର ମଲାଡ୍‍ ରେ। ଜଣେ ୨୮ ବର୍ଷୀୟ ଯୁବକ ନିଜ ଉପରୁ ସମସ୍ତ ଆସ୍ଥା ହରାଇ ଯେତେବେଳେ ଜୀବନ ହାରିବାକୁ ଯୋଜନା କରୁଥିଲେ ତାଙ୍କୁ ସେଥିରୁ ବିରତ କରିବାରେ ଗୁଗଲ ସହାୟକ ହୋଇଛି। ଖାଲି ଗୁଗଲ୍‍ ନୁହେଁ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇଛି ଇଣ୍ଟରପୋଲ୍‍ ଏବଂ ମୁମ୍ବାଇ ପୁଲିସ। ମଙ୍ଗଳବାରଦିନ ଏହି ଘଟଣା ଘଟିଛି।  … Continue reading ମୃତ୍ୟୁ ମୁହଁରୁ ବଞ୍ଚାଇଲା ଗୁଗଲ୍‍ ସର୍ଚ୍ଚ, ଜାଣନ୍ତୁ କେମିତି?