ପୁଣି କର୍ମଚାରୀଙ୍କୁ ଛଟେଇ କଲା ଗୁଗୁଲ

ନୂଆଦିଲ୍ଲୀ: ବଡ ବଡ କମ୍ପାନୀରେ ଛଟେଇ ପ୍ରକ୍ରିୟା ବନ୍ଦ ହେବାର କୌଣସି ସଙ୍କେତ ମିଳୁନାହିଁ। ଚଳିତ ବର୍ଷ ଏପର୍ଯ୍ୟନ୍ତ ଅନେକ ନାମୀଦାମୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛୁଟେଇ କରିଛନ୍ତି। ଏହି କ୍ରମରେ ଗୁଗୁଲ ପୁଣି ଥରେ ନିଜ କର୍ମଚାରୀଙ୍କୁ ଛଟେଇ କରି ଚର୍ଚ୍ଚାରେ ରହିଛି। କମ୍ପାନୀର ମୁଖପାତ୍ର କହିଛନ୍ତି ଯେ ଏଥର ଛଟେଇ ସୀମିତ ସ୍ତରରେ ହୋଇଛି। ଏହାଦ୍ୱାରା ପୁରା କମ୍ପାନୀରେ କୌଣସି ପ୍ରଭାବ ପଡିବ ନାହିଁ। ଛଟେଇ ହୋଇଥିବା କର୍ମଚାରୀ ମାନେ ଗୁଗୁଲରେ ଅନ୍ୟାନ୍ୟ ପଦବୀ … Continue reading ପୁଣି କର୍ମଚାରୀଙ୍କୁ ଛଟେଇ କଲା ଗୁଗୁଲ