ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ  ଜିତିଲେ ପ୍ରମୋଦ ଭଗତ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସୂର୍ଣ୍ଣ ଜିତିଲେ ପ୍ରମୋଦ । ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ଜିତିଲେ । ୨୦୧୮ ପାରା ଏସୀୟ କ୍ରୀଡାରେ ବ ିସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ । ସାମ୍ବାଦିକା ସୌମ୍ୟା ମର୍ଡର କେସ୍‌; ନଭେମ୍ବର ୭କୁ ଘୁଞ୍ଚିଲା ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି