ଖସିଲା ସୁନା ଦର

ଭୁବନେଶ୍ୱର: ବିଗତ କିଛି ଦିନ ଧରି ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ ମୂଲ୍ୟରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଥିଲା । କିନ୍ତୁ ଆଜି (ଗୁରୁବାର) ଅର୍ଥାତ ଏପ୍ରିଲ ୨୦ରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ଏହି ପର୍ଯ୍ୟାୟରେ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ବୁଧବାର) ୨୪ କ୍ୟାରେଟ ୧୦ ଗ୍ରାମ … Continue reading ଖସିଲା ସୁନା ଦର