28.1 C
Bhubaneswar
Thursday, March 28, 2024
Homeଓଡିଶାସୁନା ୧୦ ଗ୍ରାମ୍‌ ପିଛା  ୪୧୦୦୦ ଟଙ୍କାରେ ପହଞ୍ଚିଲା

ସୁନା ୧୦ ଗ୍ରାମ୍‌ ପିଛା  ୪୧୦୦୦ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ: ସୁନା ୧୦ ଗ୍ରାମ୍‌ ପିଛା  ୪୧୦୦୦ ଟଙ୍କାରେ ପହଞ୍ଚିଲା | ଆଜି  ସୁନା ମୂଲ୍ୟ ହଠାତ୍‌ ବୃଦ୍ଧି ପାଇ ୧୦ ଗ୍ରାମ୍‌ ପିଛା ୪୧୦୦୦ ଟଙ୍କାରେ ପହଞ୍ଚିଛି। ଗତ ଦୁଇ ଦିନ ମଧ୍ୟରେ ଘରୋଇ ‘ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌’ରେ (ଏମ୍‌ସିଏକ୍ସ) ସୁନା ଦର ପ୍ରାୟ ୧୮୦୦ ଟଙ୍କା ବୃଦ୍ଧି ପାଇଛି। କୁହାଯାଉଛି ମଧ୍ୟପ୍ରାଚ୍ୟ  ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ଯୁଦ୍ଧ ଆଶଙ୍କା ଯୋଗୁଁ ବିଶ୍ୱରେ  ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସୁନା ଦର ବୃଦ୍ଧି ପାଇବାର କାରଣ। ଆନ୍ତର୍ଜାତିକ ବଜାରରେ ଆଜି  ସୁନା ବ୍ୟବସାୟ ହାର ଯାହା, ଗତ ସାତ ବର୍ଷ ମଧ୍ୟରେ ତାହା ହୋଇ ନ ଥିଲା। ଆମେରିକା-ଇରାନ୍‌ ବିବାଦ ବ୍ୟତୀତ ଆମେରିକା-ଚୀନ ବାଣିଜ୍ୟ ଆଲୋଚନାରେ ଉପୁଜିଥିବା ଅଚଳାବସ୍ଥା ମଧ୍ୟ ସୁନା ଦର ବୃଦ୍ଧିପାଇବାର ଅନ୍ୟତମ କାରଣ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking