ଘରୋଇ ହସ୍ପିଟାଲରେ ଚଢାଉ

କଟକ: ଶଙ୍କରପୁର ଅଂଚଳର ଏକ ଘରୋଇ ହସ୍ପିଟାଲରେ ଚଢାଉ ହୋଇଥିବା ସୂଚନା । ବିନା ଲାଇସେନ୍ସରେ ହସ୍ପିଟାଲ ଚାଲୁଥିବା ନେଇ ସିଏମସିର ରେଡ୍ ହୋଇଛି । ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଆଉ ଜଣେ ଲେଖିକା