39.1 C
Bhubaneswar
Tuesday, April 23, 2024
Homeଅପରାଧଜିଏମଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଜିଏମଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଧର୍ମଗଡ: ଧର୍ମଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଏଚପିସି ମୁଖିଗୁଡା ଜିଏମ ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିଲେ । ତାଙ୍କର କୌଣସି ଖୋଜଖବର ନଥିଲା । ଏନେଇ ତାଙ୍କ ପରିବାର ଲୋକେ କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି ନିଖୋଜ ଜିଏମଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ, ଗତ ୧୭ ତାରିଖ ରୁ ଅଫିସ କୁ ଆସି ନିଖୋଜ ଥିଲେ । ନିଖୋଜ ପରେ ତାଙ୍କ ପତ୍ନୀ ସୁରେଖା ମେହେର ମୁଖୀଗୁଡା ଫାଣ୍ଡି ରେ ନିଖୋଜ ଅଭିଯୋଗ କରିଥିଲେ । ନିଖୋଜ କୁ ନେଇ ପୋଲିସ ତଦନ୍ତରେ ଶିଥିଲତାକୁ ପତ୍ନୀ ଚିନ୍ତାରେ ଥିବା ବେଳେ ଗତକାଲି ନିଖୋଜ ମ୍ୟାନେଜରଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଅପହରଣ କରି ହତ୍ୟା କରିଥିବା ନେଇ ସନ୍ଦେହ ହୋଇଛି । ତେବେ ମୁଖୀଗୁଡା ଇନ୍ଦ୍ରାବତୀ ଓଏଚପିସି ର ନିଖୋଜ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମୃତଦେହ ମୁଖୀଗୁଡା ଏୟାରଟେଲ ଟାୱାର ନିକଟରୁ ଉଦ୍ଧାର କରାଯାଇଥିଲା । ତେବେ ଜେନେରାଲ ମ୍ୟାନେଜରଙ୍କ ମୃତ ଘଟଣାକୁ ନେଇ ସିବିଆଇ ତଦନ୍ତ କରାଯାଉ ବୋଲି ଓଏଚପିସି ଅଫିସ ଆଗରେ ଟାୟାର ଜାଳି ମୁଖିଗୁଡାବାସୀଙ୍କ ପ୍ରତିବାଦ କରିଛନ୍ତି ।
https://onakhabar.com/2019/12/22/gm-deadbody-found/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking