ବେଦୀରେ ବର ଅପେକ୍ଷା କରିଥିବା ବେ‌ଳେ ଲିଫ୍ଟରେ ଫସି ଅଣନିଶ୍ବାସୀ ହୋଇଗଲେ କନ୍ୟା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭାୟନ୍ଦର ଅଞ୍ଚଳରେ ଥିବ‌ା ମ୍ୟାରେଜ ଗାର୍ଡନରେ କନ୍ୟା ଲିଫ୍ଟରେ ଫସିଯିବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।ସୂଚନାଯୋଗ୍ୟ, ଭାୟନ୍ଦର ଅଞ୍ଚଳରେ ବସବାସ କରୁଥିବା ପ୍ରିତି ବାଗଲେଙ୍କ ଗତ ସୋମବାର ବିବାହ ଥିଲା। ବିବାହ ପାଇଁ ସେ ଭାୟନ୍ଦର ପଶ୍ଚିମର ବିନାୟକ ମନ୍ଦିର‌ରେ ଥିବା ମନପା ହଲ ବାଛିଥିଲେ। ସୋମବାର ସନ୍ଧ୍ୟାରେ ପ୍ରିତିଙ୍କ ବରଯାତ୍ରୀ ମ୍ୟାରେଜ ହଲରେ ପହଞ୍ଚିଥି‌ଲେ। ବିବାହ ପାଇଁ ରାତି ୯ଟା ସମୟ ସ୍ଥିର ହୋଇଥିଲା। ବିବାହ ବେଦୀରେ ବର ବସିଥିବା ବେଳେ … Continue reading ବେଦୀରେ ବର ଅପେକ୍ଷା କରିଥିବା ବେ‌ଳେ ଲିଫ୍ଟରେ ଫସି ଅଣନିଶ୍ବାସୀ ହୋଇଗଲେ କନ୍ୟା