ପାର୍ଲରରୁ ବୟଫ୍ରେଣ୍ଡ୍ ସହ କନ୍ୟା ଫେରାର ଆଉ ତାପରେ…
ଭୁବନେଶ୍ୱର: ବାହାଘର ପାଇଁ ବିୟୁଟି ପାର୍ଲରକୁ ମେକ୍ଅପ୍ ହେବା ପାଇଁ ଯାଇଥିଲେ, ହେଲେ ସେଠାରୁ ବୟଫ୍ରେଣ୍ଡ୍ ସହ ଫେରାର ମାରିଲା କନ୍ୟା। ଆଉ ଏପଟେ ୱେଡିଂ ଭେନ୍ୟୁରେ ଅପେକ୍ଷା କରିଛି ବର। ବିବାହ ମଣ୍ଡପରେ କନ୍ୟା ପହଞ୍ଚିବାରେ ବିଳମ୍ବ ହେବାରୁ ଖୋଜାଖୋଜି ହୋଇଥିଲା। ପରେ ଜଣାପଡ଼ିଥିଲା ଯୁବତୀ ଜଣକ ବୟଫ୍ରେଣ୍ଡ୍ ସହ ଫେରାର ହୋଇଯାଇଛନ୍ତି। ରାଜସ୍ଥାନରେ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଲାଇଭ୍ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ବିବାହ ମଣ୍ଡପରେ ବରଯାତ୍ରୀମାନେ କନ୍ୟାକୁ ଦୀର୍ଘ ସମୟ ଧରି … Continue reading ପାର୍ଲରରୁ ବୟଫ୍ରେଣ୍ଡ୍ ସହ କନ୍ୟା ଫେରାର ଆଉ ତାପରେ…
Copy and paste this URL into your WordPress site to embed
Copy and paste this code into your site to embed