28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଶାରଧା କୋଚିଂ ସେଂଟରରେ ଦୁଷ୍କର୍ମ

ଶାରଧା କୋଚିଂ ସେଂଟରରେ ଦୁଷ୍କର୍ମ

ଜୟପୁର : ଜୟପୁର ରାଜୁ ସାହି ରେ ଥିବା ଶାରଦା କୋଚିଂ ସେଣ୍ଟର ଭିତରେ ଛାତ୍ରୀ ସହ ଶିକ୍ଷକଙ୍କ ଦୁଷ୍କର୍ମ।ଏଭଳି କିଛି ଘଟଣା ଘଟିଛି । ଗତ 22 ତାରିଖ ଦିନ ରାତିରେ ଜଣେ ନବମ ଶ୍ରେଣୀର ଛାତ୍ରୀକୁ ପ୍ରଶ୍ନ ପତ୍ର ଦେବା ଆଳ ଦେଖାଈ କୋଚିଂ ସେଣ୍ଟର କୁ ଡାକି ସମ୍ପୃକ୍ତ ଶିକ୍ଷକ ଜଣକ ଛାତ୍ରୀ ଙ୍କୁ ଦୁଷ୍କର୍ମ କରିଥିବା ନେଇ ଗତ କାଲି ରାତି ସମ୍ପୃକ୍ତ ଛାତ୍ରୀ ଙ୍କ ସମ୍ପରକୀୟ ଜୟପୁର ଟାଉନ ଥାନା ରେ ଅଭିଯୋଗ ହୋଇଛି।।ଅଭିଯୋଗ ଆଧାରରେ ଅଭିଯୁକ୍ତ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଙ୍କୁ ଟାଉନ ପୋଲିସ ଦ୍ବାରା ଅଟକ ରଖା ଯାଇ ପଚାର ଉଚାର ରଖିଛି ପୋଲିସ।ପ୍ରଶ୍ନପତ୍ର ଦେବା ବାହାନାରେ ଟ୍ୟୁସନକୁ ଡାକି ଛାତ୍ରୀ ଜଣଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ ପରେ ସମ୍ପୃକ୍ତ କୋଚିଂ ସେଣ୍ଟର ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ପରେ ଛାତ୍ରୀ ଏବଂ ଶିକ୍ଷକ ଙ୍କ ପବିତ୍ର ସମ୍ପର୍କ ରେ ଲାଗିଛି ଦାଗ।ସେପଟେ ସମ୍ପୃକ୍ତ ଛାତ୍ରୀ ଜଣକ ମୟୁର ଭଞ୍ଜ ର ହିଇଥିବା ବେଳେ ସେ ତାଙ୍କ ମାମୁ ଘରେ ରହି ନବମ ଶ୍ରେଣୀ ରେ ପଢୁଥିଲେ।ସେପଟେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଜୟପୁର ଟାଉନ ଥାନାଅଧିକାର ବାଲେଶ୍ୱର ଗିଧି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking