29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଟଙ୍କା ଲୋଭରେ ଝିଅ ଡାକ୍ତରୀ ପାଠ ଛାଡ଼ି ଏଭଳି ରାସ୍ତାରେ ପାଦଦେଲେ.... ଚିନ୍ତାରେ ବାପା-ମା’

ଟଙ୍କା ଲୋଭରେ ଝିଅ ଡାକ୍ତରୀ ପାଠ ଛାଡ଼ି ଏଭଳି ରାସ୍ତାରେ ପାଦଦେଲେ…. ଚିନ୍ତାରେ ବାପା-ମା’

ନୂଆଦିଲ୍ଲୀ: ପିଲାମାନେ ଭଲ ପାଠପଢ଼ି ଭଲ ମଣିଷ ହୋଇ ସମାଜରେ ସମ୍ମାନର ସହିତ ବଞ୍ଚନ୍ତୁ ବୋଲି ପ୍ରତ୍ୟେକ ବାପା-ମା’ଙ୍କ ଆଶା ରହିଥାଏ । କିନ୍ତୁ ସମୟସମୟରେ ପିଲାମାନେ ଏମିତି କିଛି ରାସ୍ତାରେ ଚାଲି ଯାଇଥାଆନ୍ତି ଯେଉଁଥିପାଇଁ ମା’ ଓ ବାପାଙ୍କ ସମାଜରେ ସମ୍ମାନହାନୀ ହୋଇଥାଏ । ଆଉ ସେମାନେ ପିଲାଙ୍କ ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତାରେ ରହିଥାଆନ୍ତି ।ସୂଚନା ଅନୁଯାୟୀ, ଆମେରିକାରେ ବସବାସ କରୁଥିବା ପିତାମାତା ସବୁବେଳେ ତାଙ୍କ ଝିଅକୁ ଡାକ୍ତର କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ଝିଅର ବାୟୋକେମେଷ୍ଟ୍ରିରେ ନାମ ଲେଖାଇଥିଲେ । ଠିକଠାକ ପାଠପଢ଼ୁଥିବା ସମୟରେ ଝିଅ ସାଙ୍ଗମାନଙ୍କ କଥାରେ ପଡ଼ି ଡାକ୍ତରୀ ପାଠପଢ଼ା ଛାଡ଼ି ଆଡଲ୍ଟ ମଡେଲ ହୋଇଯାଇଥିବା ଜାଣିବା ପରେ ଝିଅର ବାପା-ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଯୁବତୀ ଜଣକ କହିଛନ୍ତି, ସେ ଯେତେବେଳେ ନାଇଟ୍ କ୍ଲବରେ କାମ କରୁଥିବା ଝିଅମାନଙ୍କର ରୋଜଗାର ବିଷୟରେ ଶୁଣିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟଙ୍କା ଲୋଭରେ ସେ ଡାକ୍ତର ପାଠପଢ଼ା ଛାଡ଼ି ଆଡଲ୍ଟ ସାଇଟରେ କାମ କରିବା ଆରମ୍ଭ କରିଥିଲେ । ଯାହାକି ତାଙ୍କ ବାପା-ମା’ଙ୍କୁ ଗଭୀର ଆଘାତ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking