38.1 C
Bhubaneswar
Saturday, April 20, 2024
Homeଅପରାଧମହିଳାଙ୍କୁ ଡବଲ୍ ମିନିଙ୍ଗ ଅର୍ଥରେ କହିବା ପଡିଲା ମହଙ୍ଗା

ମହିଳାଙ୍କୁ ଡବଲ୍ ମିନିଙ୍ଗ ଅର୍ଥରେ କହିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ସହିତ ଅସଦାଚରଣ କରିବା ଅଭିଯୋଗରେ ଗାଜିୟାବାଦର ଜିଲ୍ଲା ସମାଜ କଲ୍ୟାଣ ଅଦିକାରୀ ନଦୀମ ସିଦ୍ଦିକଙ୍କୁ ନିଲମ୍ବିତ କରାଯାଇଛି । ସମାଜ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ରବିନ୍ଦ୍ର ନାୟକ ଶୁକ୍ରବାର ଏହି ଆଦେଶ ଜାରି କରିଛନ୍ତି ।  ଗାଜିୟାବଦ ଜିଲ୍ଲା ସମାଜ କଲ୍ୟାଣ ବିଭାଗରେ ଜଣେ ମହିଳା କର୍ମଚାରୀ ନଦୀମ ସିଦ୍ଦକୀଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଥିଲେ । ମହିଳା କର୍ମଚାରୀଙ୍କ ଆରୋପ ଥିଲା ଯେ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନଦୀମ ସିଦ୍ଦକୀ ତାଙ୍କ ସହିତ ଅଭଦ୍ରତା ଓ ଦୁଇ ଅର୍ଥ ବିଶିଷ୍ଟ କଥା କହୁଥିଲେ । ତେବେ ମହିଳା ଜଣକ କାର୍ଯ୍ୟାଳୟରେ ହଙ୍ଗାମା ବି କରିଥିଲେ ।  ବର୍ତମାନ ସିଦ୍ଦକୀଙ୍କୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking