ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ: ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ

ଭୁବନେଶ୍ୱର: ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ । ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ । ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଆଜି ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଥିଲା । ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଛନ୍ତି ଶିକ୍ଷକ । ଭୁବନେଶ୍ୱର ଭରତପୁର ଥାନାକୁ ଆସିଥିଲା ଏଭଳି ଏକ ସଂଗୀନ ଅଭିଯୋଗ । ଭୁବନେଶ୍ୱର ଭରତପୁର ସରସ୍ୱତୀ … Continue reading ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ: ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ