37.1 C
Bhubaneswar
Thursday, March 28, 2024
HomeUncategorizedଅନ୍ତର୍ଜାତୀୟ ମହିଳା ଦିବସ ଥିମ୍‌: ‘‘ଜେନେରେସନ ଇକ୍ୱାଲିଟି; ରିଅଲାଇସିଙ୍ଗ୍ ଓମେନ୍ସ ରାଇଟ୍‌’’

ଅନ୍ତର୍ଜାତୀୟ ମହିଳା ଦିବସ ଥିମ୍‌: ‘‘ଜେନେରେସନ ଇକ୍ୱାଲିଟି; ରିଅଲାଇସିଙ୍ଗ୍ ଓମେନ୍ସ ରାଇଟ୍‌’’

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ପାଳିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ମହିଳା ଦିବସ । ଯାହାର ଥିମ୍ ରହିଛି ‘‘ଜେନେରେସନ ଇକ୍ୱାଲିଟି; ରିଅଲାଇସିଙ୍ଗ୍ ଓମେନ୍ସ ରାଇଟ୍‌’’ । ଅର୍ଥାତ୍ ‘ନାରୀ ହେଉଛି ପୀଢି ସମାନତା; ଯିଏ ନିଜ ଅଧିକାରକୁ ଜାଣିପାରେ’ । ଏହି ଥିମ୍ କୁ ନେଇ ସାରା ବିଶ୍ୱ ପାଳନ କରିବାକୁ ଯାଉଛି ଆନ୍ତର୍ଜାତୀୟ ମହିଳା ଦିବସ । ତେବେ ବେଜିଂ, ଚୀନରେ ମହିଳାଙ୍କ ଉପରେ ଚତୁର୍ଥ ବିଶ୍ୱ ସମ୍ମିଳନୀ ୧୯୯୫ ରେ ହୋଇଥିଲା । ଯେଉଁଥିରେ ବେଜିଂ ପ୍ଲାଟଫର୍ମ ଫର୍ ଆକ୍ସନ ସବୁ ଜାଗାରେ ମହିଳା ଓ ଝିଅଙ୍କ ସଶକ୍ତିକରଣ ପାଇଁ ଏକ ପ୍ରୋଗେସିଭ୍ ରୋଡମ୍ୟାପ୍ ଭାବେ ପରିଗଣିତ ହୋଇଥିଲା ।

ତେବେ ୨୦୨୦ ରେ ଥିବା ଏହି ଥିମ୍ ର ଉଦ୍ଦେଶ୍ୟ ଟିକିଏ ନିଆରା । କାରଣ ଏହି ଥିମ୍ ପଛରେ ମହିଳାଙ୍କୁ ଆଗକୁ ବଢିବାର ସମସ୍ତ ଅଧିକାର ଓ ସମାନତାର ଉଦ୍ଦେଶ୍ୟ ରହିଛି । ଯାହାଦ୍ୱାରା ଏହି ଜେଂଡର ଇକ୍ୱାଲିଟି ମୁଭମେଂଟରେ ଅନେକ କର୍ମତପ୍ତର ମୁହୁର୍ତ ମଧ୍ୟ ରହିଛି । ସାରା ବିଶ୍ୱରେ ଏହା ପାଳନ ହେଉଥିଲେ ବି, ଆଜି ବି ସମସ୍ତେ ଏହାର ମହତ୍ୱ ବୁଝିନାହାନ୍ତି । ଆଜି ବି ନାରୀ ଅବହେଳିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking