40.1 C
Bhubaneswar
Thursday, April 25, 2024
Homeଓଡିଶାସିଲିଣ୍ଡର ଫାଟି ୨ ଗୁରୁତର

ସିଲିଣ୍ଡର ଫାଟି ୨ ଗୁରୁତର

ରାଉରକେଲା:ରାଉରକେଲା ପ୍ଲାଣ୍ଟସାଇଟ ଥାନା ବୈଷ୍ଣୋଦେବୀ ମନ୍ଦିର ପାଖ ଟିମ୍ବର କଲୋନୀରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ୩ବଖରା ଘର ଜଳିଯାଇଛି । ଏହି ଅଘଟଣରେ ୨ ଜଣ ଗୁରୁତର ଥିବା ଜଣାପଡିଛି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ନିଆଁ ଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡି ନିୟୋଜିତ ଥିବା ଜଣାପଡିଛି ।
https://onakhabar.com/2019/12/27/youth-serious/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking