40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମିସଡ କଲରେ ଗ୍ୟାସ ବୁକିଂ

ମିସଡ କଲରେ ଗ୍ୟାସ ବୁକିଂ

ଭୁବନେଶ୍ୱର,(ଓଏନଏ): ମିସଡ କଲରେ ଏଲପିିଜି ଗ୍ୟାସ ରିଫିଲ ବୁକିଂର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରରେ ଏହାର ଶୁଭାରମ୍ଭ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୮୪୫୪୯୫୫୫୫୫ ନମ୍ବରରେ ମିସଡ କଲ୍ କଲେ ସୁବିଧା ଉପଲବ୍ଧ ହୋଇପାରିବ । ମିସଡ କଲ ଜରିଆରେ ନୂଆ ଗ୍ୟାସ ସଂଯୋଗ ମଧ୍ୟ ମିଳିପାରିବ । ତେବେ ମିସଡ କଲ୍ କରିବା ପରେ ମୋବାଇଲରେ ଗୋଟିଏ ଲିଙ୍କ ଆସିବ । ଲିଙ୍କରେ ଥିବା ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ ଦେବାକୁ ହେବ । ନିକଟସ୍ଥ ଡିଷ୍ଟ୍ରିବ୍ୟୁଟରଙ୍କୁ ଡକ୍ୟୁମେଣ୍ଟ ଦେଲେ ନୂଆ ସଂଯୋଗ ମିଳିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking