ଦାଦନ କଷ୍ଟରୁ ମୁକୁଳି ପାରୁନି ଗଞ୍ଜାମ ଜିଲ୍ଳା; ୮ ଲକ୍ଷ ଶ୍ରମିକଙ୍କ ପାଇଁ ପ୍ରତିଷ୍ଠା ହେଉନି ବୟନ ଶିଳ୍ପ

ବ୍ରହ୍ମପୁର: ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଳ୍ପ ସ୍ଥାପନା କରିବା ପାଇଁ ଉଦ୍ୟମ କରୁଛନ୍ତି । ବିଭିନ୍ନ ରାଜ୍ୟକୁ ଯାଇ ନିବେଶକାରୀଙ୍କୁ ଆମନ୍ତ୍ରଣ କରିଛନ୍ତି, କିନ୍ତୁ ଦୁର୍ଭାଗ୍ୟ ତଥା ବିଡ଼ମ୍ବନାର ବିଷୟ ଗଞ୍ଜାମ ଜିଲ୍ଳାର ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅତ୍ୟାବଶ୍ୟକ ହେଉଥିବା ଶିଳ୍ପ ସ୍ଥାପନା କରିବା ନେଇ କୌଣସି ପ୍ରୟାସ ହେଉନାହିଁ । ଫଳରେ ପ୍ର୍ରତ୍ୟେକ ବର୍ଷ ଜିଲ୍ଳାରୁ ପ୍ରାୟ୧୦ ଲକ୍ଷ ଶ୍ରମିକ ବିଭିନ୍ନ ରାଜ୍ୟକୁ ପରିବାର ପ୍ରତିପୋଷଣ ପାଇଁ ଯିବାକୁ ବାଧ୍ୟ … Continue reading ଦାଦନ କଷ୍ଟରୁ ମୁକୁଳି ପାରୁନି ଗଞ୍ଜାମ ଜିଲ୍ଳା; ୮ ଲକ୍ଷ ଶ୍ରମିକଙ୍କ ପାଇଁ ପ୍ରତିଷ୍ଠା ହେଉନି ବୟନ ଶିଳ୍ପ