33.1 C
Bhubaneswar
Wednesday, April 24, 2024
Homeଅପରାଧଗଂଜେଇ ଚୋରାଚାଲାଣ ବେଳେ ଅବକାରି ବିଭାଗର ଚଢ଼ାଉ

ଗଂଜେଇ ଚୋରାଚାଲାଣ ବେଳେ ଅବକାରି ବିଭାଗର ଚଢ଼ାଉ

ଯାଜପୁର : ଯାଜପୁର ଜିଲା କୁଆଖିଆରୁ ବସ ଯୋଗେ ଗଂଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଂଜେଇ ଜବତ କରିଛି । ଗଂଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରି ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଂଗ ଅଂଚଳର ଅନୀଲ ପାତ୍ର ଏବଂ ଟୁକେଇ ପାତ୍ର । ଅବକାରି ବିଭାଗ ପକ୍ଷରୁ କୁଆଖିଆ ବଜାରରେ ପେଟ୍ରୋଲିଂ ଚାଲୁଥିବା ସମୟରେ ଖବର ପାଇ ସେଠାରେ ଚଢ଼ାଉ କରିଥିଲା ଓ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଗଂଜେଇ କେଉଁ ଅଂଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।
https://onakhabar.com/2020/03/14/newly-married-woman-allegedly-tortured-by-in-laws-in-umerkote/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking