28.1 C
Bhubaneswar
Wednesday, April 24, 2024
Homeଓଡିଶାଦେଢ କୋଟିର ଗଞ୍ଜେଇ ଜବତ ; ୨ ଗିରଫ

ଦେଢ କୋଟିର ଗଞ୍ଜେଇ ଜବତ ; ୨ ଗିରଫ

ଲମତାପୁଟ : କୋରାପୁଟ ଜିଲା ଦୁଇ ଥାନା ଅଞ୍ଚଳରୁ ପ୍ରାୟ ଦେଢ କୋଟିର ଗଞ୍ଜେଇ ଜବତ ହୋଇଥିବା ରବିବାର ଜଣାପଡିଛି। କୋରାପୁଟ-ମାଲକାନଗିରି ସୀମା ହନୁମାଳରୁ ୮ କ୍ୱିଣ୍ଟାଲ ୧୨ କେଜି ଗଞ୍ଜେଇ ଜବତ ହୋଇଛି। ଏକ ବନ୍ଦ ଘରୁ ମାଛକୁଣ୍ଡ ପୁଲିସ ଜବତ କରିଛି। ରାତି ପାଟ୍ରୋଲିଂ ସମୟରେ ଆନ୍ଧ୍ର ସୀମାନ୍ତ ପାଡ଼ୁଆରୁ ଭ୍ୟାନରେ ଚାଲାଣ ବେଳେ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଅନ୍ୟ ଗଞ୍ଜେଇ ଏକ ବନ୍ଦ ଘରୁ ହୋଇଛି। ଏହି ଘଟଣାରେ ୨ ଜଣ ଗିରଫ ମଧ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking