27.1 C
Bhubaneswar
Thursday, April 25, 2024
Homeଅପରାଧପୁଣି ଚର୍ଚ୍ଚା ରେ ଆସିଲା ଗଂଜେଇ ଚୋର ଚାଳନା

ପୁଣି ଚର୍ଚ୍ଚା ରେ ଆସିଲା ଗଂଜେଇ ଚୋର ଚାଳନା

ମାଲକାନଗିରି :ପୁଣି ଚର୍ଚ୍ଚା ରେ ଆସିଲା ଗଂଜେଇ ଚୋର ଚାଳନା । ପୋଲିସ ଠାରୁ ଆହୁରି ଚତୁର ହେବାରେ ଲାଗିଛି ଗଂଜେଇ ମାଫିଆ ।କେତେବେଳେ ଦାମୀ କାର ତ କେତେବେଳେ ଦୁଇଚାକିଆ ଯାନରେ ଚାଲାଣ ହୋଉଛି ଗଂଜେଇ ।ପୋଲିସ କୁ ଚକମା ଦେଇ ଚାଲିଯିରେ ବିଭିନ୍ନ ପ୍ରକାର ସୂତ୍ର ଖୋଜିବା ରେ ବେସ୍ତ ରୁହନ୍ତି ସବୁଜ ଜହର ମାଫିଆ । ପୋଲିସ ହାବୁଡ଼ରେ ପଡ଼ନ୍ତି ବେସି ।ଗତକାଲି ସେମିତି ଏକ ସ୍କୁଟି ରେ ତିନୋଟି ବସ୍ତା ରେ ୨୫ କେଜି ଓଜନ  ର ଗଂଜେଇ ନେଇ ଜୟପୁର ଆଭିମୁଖ୍ୟ ଯିବା ସମୟରେ ବାଲିମେଳା ପୋଲିସ ହାତରେ ଧରା ପଡିଛି ରାଜସ୍ଥାନ ର ବେପାରୀ ଜିତେନ୍ଦ୍ର ସିଂ । ଆଜି ତାକୁ କୋର୍ଟ ଚାଲାଣ କରିଛି ବାଲିମେଳା ପୋଲିସ ।
https://onakhabar.com/2020/02/21/studen-strike-mayurbhanj/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking