୩୫ଟି ବସ୍ ଓ ଗୋଟିଏ ଟ୍ରେନ୍‌ରେ ନିଆଁ ଲଗାଇଲେ ଅପରଧୀ ସଙ୍ଗଠନର ଦୁର୍ବୃତ୍ତ

ନୂଆଦିଲ୍ଲୀ: ଏକ ଅପରାଧୀ ସଙ୍ଗଠନର ଅନ୍ୟତମ ମୁଖ୍ୟ ପୁଲିସ ଗୁଳି ଚୋଟରେ ନିହତ ହେବା ଯୋଗୁଁ ସୋମବାର ଦିନ ସେହି ଦଳର ଅପରାଧୀମାନେ ବ୍ରାଜିଲ୍ ଅନ୍ତର୍ଗତ ରିଓ ଡି ଜେନିରୋରେ ୩୫ଟି ବସ୍ ଓ ଗୋଟିଏ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିବା କଥା ‘ଦି ଗାର୍ଡିଆନ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି। ପୁଲିସ ଅଭିଯାନରେ ନିହତ ହୋଇଥିବା ଅପରାଧୀଜଣକ ହେଉଛନ୍ତି ମାଥ୍ୟୁସ୍ ଡା ସିଲ୍‌ଭା ରିଜେଣ୍ଡ୍‌। ସେ ଥିଲେ ଅପରାଧୀ ସଙ୍ଗଠନର ଅନ୍ୟତମ ‘ବସ୍‌’ ବା ମୁଖ୍ୟ ‘ଜିହ୍ନୋ’ … Continue reading ୩୫ଟି ବସ୍ ଓ ଗୋଟିଏ ଟ୍ରେନ୍‌ରେ ନିଆଁ ଲଗାଇଲେ ଅପରଧୀ ସଙ୍ଗଠନର ଦୁର୍ବୃତ୍ତ