29.1 C
Bhubaneswar
Wednesday, April 24, 2024
Homeଅପରାଧବନ୍ଧା ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ

ବନ୍ଧା ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର : ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ କ୍ୟାପିଟାଲ ଥାନାରେ ରାଜାକୁ ଜେରା ଚାଲିଛି । ତେବେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ ଅଭିଯୋଗରେ ରାଜା ଗିରଫ ହୋଇଛି । ଦାଦାବଟି ଜୁଲମ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ରହିଛି । କମିଶନରେଟ ପୋଲିସର ଆଣ୍ଟି ଏକ୍ସଟର୍ସନ ଉବଙ୍ଗ ରାଜକୁ ଉଠାଇ ନେଲେ । ରାଜା ସଂପର୍କରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ସରକାରୀ ଜମିରେ ଘର ତିଆରି ନେଇ ଦାଦାବଟି ନେଇଥିଲା ରାଜା । ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲା । ଦାଦାବଟି ଆଦାୟ କରୁଥିବା କାହାରିକୁ ଛଡାଯିବନି ବୋଲି କହିଛନ୍ତି କମିଶନର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking