ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୩ ଗିରଫ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାୀତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଦୁର୍ଗାପୁର ପୋଲିସ । ୩ ଅଭିଯୁକ୍ତକୁ ଗିରଫ କରିଛି ଦୁର୍ଗାପୁର ଥାନା ପୋଲିସ । ମୋବାଇଲ୍ ଲୋକେସନ୍ ଟ୍ରାକ୍ କରି ଧରିଲା ପୋଲିସ୍ । ଗିରଫ ୩ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି । ଘଟଣାର ୩୬ ଘଣ୍ଟା ପରେ ଗିରଫ ହେଲେ ୩ ଅଭିଯୁକ୍ତ । ଛାତ୍ରୀ ଦୁଷ୍କର୍ମ ଘଟଣାରେ ଅନ୍ୟ ୨ … Continue reading ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୩ ଗିରଫ