ଟଳିଲା ଟପ୍ ମାଓନେତା ଗଣେଶ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । ଏନକାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ମାଓବାଦୀ ନିହତ । ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେ ନିହତ । ଓଡିଶାରେ ନକ୍ସଲଙ୍କ ନେତୃତ୍ୱ ନେଉଥିଲା ଗଣେଶ । ୬୯ ବର୍ଷୀୟ ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି । ତେଲେଙଅଗାନା ନାଲଗୋଣ୍ଡାର ଗଣେଶ ଓଡିଶାରେ ନେତୃତ୍ୱ ନେଉଥିଲା । ଚକାପଦା ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ … Continue reading ଟଳିଲା ଟପ୍ ମାଓନେତା ଗଣେଶ