ପୁରୀରେ ପହଞ୍ଚିଲେ ଗଜପତି ମହାରାଜା

ପୁରୀ : ପୁରୀରେ ପହଞ୍ଚିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ରତ୍ନ ଭଣ୍ଡାର ଯାଇପାରନ୍ତି ଗଜପତି । ଦକ୍ଷିଣ ଦ୍ୱାର ଦେଇ ଯାଇପାରନ୍ତି ଗଜପତି ମହାରାଜା । ଭିତର ରତ୍ନଭଣ୍ଡାରରୁ ରତ୍ନ ସ୍ଥାନାନ୍ତର ବେଳେ ଉପସ୍ଥିତ ରହିପାରନ୍ତି । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକଙ୍କ ଉପସ୍ଥିତିରେ ହେବ ଅଳଙ୍କାର ସ୍ଥାନାନ୍ତର । ତେବେ ପୂର୍ବଥର ଗଜପତିଙ୍କ ପ୍ରତିନିଧି ଯାଇଥିଲେ । ଖୋଲିଲା ଭିତର ରତ୍ନଭଣ୍ଡାର